କନକ ବ୍ୟୁରୋ: ବଡଦାଣ୍ଡରେ ଲାଗିଲା ୨ ରଥ । ପ୍ରଥମେ ବଡଭାଇ ବଳଭଦ୍ର ଆଉ ବର୍ତ୍ତମାନ ଦେବୀ ସୁଭଦ୍ରାଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛି । ଶରଧାବାଲିରୁ ବାହାରି ୨ ରଥ ବଡଦାଣ୍ଡରେ ଲାଗିଥିବା ବେଳେ ପଛରେ ଘର୍ଘର ନାଦରେ ଆଗେଇ ଚାଲିଛି ନନ୍ଦିଘୋଷ ରଥ । ଭକ୍ତମାନେ ଉତ୍ସାହର ସହ ରଥକୁ ଟାଣିନେଉଛନ୍ତି । ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ ଦୁଇ ରଥ ବଡଦାଣ୍ଡରେ ଲାଗିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us