କନକ ବ୍ୟୁରୋ: ବଡଦାଣ୍ଡରେ ଲାଗିଲା ୨ ରଥ । ପ୍ରଥମେ ବଡଭାଇ ବଳଭଦ୍ର ଆଉ ବର୍ତ୍ତମାନ ଦେବୀ ସୁଭଦ୍ରାଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛି । ଶରଧାବାଲିରୁ ବାହାରି ୨ ରଥ ବଡଦାଣ୍ଡରେ ଲାଗିଥିବା ବେଳେ ପଛରେ ଘର୍ଘର ନାଦରେ ଆଗେଇ ଚାଲିଛି ନନ୍ଦିଘୋଷ ରଥ । ଭକ୍ତମାନେ ଉତ୍ସାହର ସହ ରଥକୁ ଟାଣିନେଉଛନ୍ତି । ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ ଦୁଇ ରଥ ବଡଦାଣ୍ଡରେ ଲାଗିଛନ୍ତି ।
ବଡଦାଣ୍ଡରେ ଲାଗିଲା ୨ ରଥ। ତାଳଧ୍ୱଜ ପରେ ପହଞ୍ଚିଲା ଦର୍ପଦଳନ ରଥ
/kanak/media/post_attachments/wp-content/uploads/2023/06/10_00000-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)