କନକ ବ୍ୟୁରୋ: ଟିକସ ଫାଙ୍କି ଅଭିଯୋଗରେ ସୁନ୍ଦରଗଡର ବ୍ୟବସାୟୀ ବିଭୁ ପଣ୍ଡାଙ୍କ ଘରେ ଓ ଅଫିସରେ ଜାରି ରହିଛି ଆୟକର ଟିମର ରେଡ୍ । ଦ୍ୱିତୀୟ ଦିନରେ ଜାରି ରହିଛି ଏହି ରେଡ୍ ।

Advertisment

ସମ୍ବଲପୁର ଆୟକର ବିଭାଗର ୮ ଜଣିଆ ଟିମ୍ ବିଭୁ ପଣ୍ଡାଙ୍କ ଘର, କୋଇଲା ଟ୍ରାନ୍ସପୋର୍ଟ, ରାଇସ ମିଲ୍ ଆଦି ଠିକଣାରେ ରେଡ୍ ଚାଲିଛି । ମିଳିଥିବା ସୂଚନା ଅନୁସାରେ ଆୟକର ଟିମ୍ ରାତିରେ ମଧ୍ୟ ଚଢାଉ କାର୍ଯ୍ୟ ଜାରି ରଖିଥିଲା ।