ପ୍ରାୟୋଜିତ ଅଭିଯୋଗର ଚଢାଉ: କାହା ଇସାରାରେ କାମ କରୁଛି ଇଓଡବ୍ଲୁ?

ପ୍ରାୟୋଜିତ ଅଭିଯୋଗର ଚଢାଉ: କାହା ଇସାରାରେ କାମ କରୁଛି ଇଓଡବ୍ଲୁ?

କନକ ବ୍ୟୁରୋ: ପ୍ରାୟୋଜିତ ଅଭିଯୋଗର ଚଢାଉ । ୫ ଦିନ ହେଲା ଇଓଡବ୍ଲୁର କାର୍ଯ୍ୟାନୁଷ୍ଠାନ ଜାରି । ସହଯୋଗ ପରେ ବି ପକ୍ଷ ରଖିବାକୁ ସୁଯୋଗ ଦିଆଯାଉନି । ସମ୍ବାଦ ଭବନରେ ବିନା ୱାରେଣ୍ଟରେ କାର୍ଯ୍ୟାନୁଷ୍ଠାନ ହେଉଛି । ତଦନ୍ତ ସରିବା ପୂର୍ବରୁ ଦୋଷୀ ସଜାଇବାକୁ ଇଓଡବ୍ଲୁର ଉଦ୍ୟମ । ସନ୍ଦେହରେ ଇଓଡବ୍ଲୁର ବିଶ୍ୱସନୀୟତା । କାହା ଇସାରାରେ କାମ କରୁଛି ଇଓଡବ୍ଲୁ? ପଛରେ ଥାଇ କିଏ ଦେଉଛି ନିର୍ଦ୍ଦେଶ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe