କନକ ବ୍ୟୁରୋ : ହମାସ-ଇସ୍ରାଏଲ ଯୁଦ୍ଧ ୪୬ଦିନରେ ପହଁଚିଛି । ହମାସ ଓ ହେଜବୁଲ୍ଲା ଉପରେ ଡବଟ ଆଟାକ ଜାରି ରଖିଛି ଇସ୍ରାଏଲସେନା । ଗୋଟେ ପଟେ ଗାଜାରେ ହମାସ ଶିବିରକୁ ମାଟିରେ ମିଶାଇବା ପାଇଁ ଇସ୍ରାଏଲ ପ୍ରାଣପ୍ରଣେ ଉଦ୍ୟମ କରୁଛି ଅନ୍ୟପଟେ ଲେବାନନ ସୀମାରେ ଏୟାରଷ୍ଟ୍ରାଇକ କରି ହେଜବୁଲ୍ଲା ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି । ସୋମବାର ଇସ୍ରାଏଲ ଉପରେ ହେଜବୁଲ୍ଲା ୨୫ଟି ରକେଟ ମାଡ କରିବା ପରେ ଏହାର ଜବବା ଦେଇଛି ଆଇଡିଏଫ ।
୪୬ ଦିନରେ ପହଁଚିଲା ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାରୁ ଇଜିପ୍ଟକୁ ପଠାଗଲା ୨୮ଜଣ ଅସୁସ୍ଥ ନବଜାତ ଶିଶୁ, ହମାସ ଓ ହେଜବୁଲ୍ଲା ଉପରେ ଡବଲ ଆଟାକ କରୁଛି ଇସ୍ରାଏଲ ସେନା
/kanak/media/post_attachments/wp-content/uploads/2023/11/4a.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)