କନକ ବ୍ୟୁରୋ: ଇସ୍ରାଏଲ ଇରାନ ଉପରେ ପ୍ରତିଆକ୍ରମଣ କରିଛି । ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ । ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ମଧ୍ୟ ମିଶାଇଲ ମାଡ ହୋଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଇରାନର ଇସାଫହାନ ସହରର ବିମାନବନ୍ଦର ଉପରେ ମିଶାଇଲ ମାଡର ପ୍ରଭାବ ଏତେ ବଡ ଥିଲା ଯେ ଏହାର ଆଖପାଖ ଅଂଚଳ ମଧ୍ୟ ଥରିଉଠିଥିଲା । ଏହି ଅଞ୍ଚଳରେ ଏକାଧିକ ନ୍ୟୁକ୍ଲିଅର ପ୍ଲାଣ୍ଟ ରହିଛି । ତେଣୁ ଏହି ସହରକୁ ଟାର୍ଗେଟ କରିଛି ଇରାନ୍ ।
ଇରାନ ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ । ନ୍ୟୁକ୍ଲିଅର ପ୍ଲାଣ୍ଟ ସହରକୁ କଲା ଟାର୍ଗେଟ୍ ।
/kanak/media/post_attachments/wp-content/uploads/2024/04/15-16.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)