୧୫ ବର୍ଷରେ ଏହି ବିଦେଶୀ ଝିଅ ଛାଡିଥିଲା ଘର ,୧୯ ବର୍ଷ ହେଲାବେଳକୁ ଦେଲା ସନ୍ତାନକୁ ଜନ୍ମ ! ଏବେ ପୁନଶ୍ଚ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଏହି ଆଇଏସଆଇଏସ୍ ବୋହୂ ।

୧୫ ବର୍ଷରେ ଏହି ବିଦେଶୀ ଝିଅ ଛାଡିଥିଲା ଘର ,୧୯ ବର୍ଷ ହେଲାବେଳକୁ ଦେଲା ସନ୍ତାନକୁ ଜନ୍ମ ! ଏବେ ପୁନଶ୍ଚ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଏହି ଆଇଏସଆଇଏସ୍ ବୋହୂ ।

ABP News - ABP Live

ଜଣେ ଆଇଏସଆଇଏସ୍ ଜିହାଦୀଙ୍କ ସହ ବିବାହ କରି ୧୯ ବର୍ଷୀୟା ବିଦେଶୀ କନ୍ୟା ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ସିରିୟାର ରିଫ୍ୟୁଜି କ୍ୟାମ୍ପରେ ଏହି ଯୁବତୀ ଜଣକ ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ବର୍ତ୍ତମାନ ସମିମା ବେଗମ୍ ନିଜ ଦେଶ ଇଂଲଣ୍ଡକୁ ପୁଣି ଫେରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେପଟେ ତାଙ୍କ ଓଳିଲଙ୍କ କହିବାନୁସାରେ ସମିମାଙ୍କ ସହ ଅପରାଧିଙ୍କ ଭଳି ବ୍ୟବହାର କରାଯାଉଛି । ସମିମାଙ୍କ କହିବାନୁସାରେ ତାଙ୍କୁ ବ୍ରିଟେନ୍ ଆସିବାକୁ ଅନୁମତି ଦିଆଯାଉ ।

publive-image

ଓକିଲଙ୍କ କହିବାନୁସାରେ ସମିମା ଯେତେବେଳେ ୧୫ ବର୍ଷର ଥିଲେ ଏବଂ ସ୍କୁଲରେ ପଢୁଥିଲେ ସେତେବେଳେ ହିଁ ବ୍ରିଟେନରୁ ଚାଲି ଯାଇଥିଲେ । ପ୍ରଥମେ ସେ ଏହାକୁ ସାଧାରଣ ଭାବୁଥିଲେ । କିନ୍ତୁ ସେ ଏବେ ପୁନଶ୍ଚ ଶିଶୁ ସହ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତିି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe