ଏସସିବି ଜରୁରୀକାଳିନ ଅଧିକାରୀଙ୍କ ସୂଚନା : କ୍ୟାବିନ ପାଇଁ ଆବେଦନ କରିଥିଲା ହାଇଦର

Advertisment
ଏସସିବି ଜରୁରୀକାଳିନ ଅଧିକାରୀଙ୍କ ସୂଚନା : କ୍ୟାବିନ ପାଇଁ ଆବେଦନ କରିଥିଲା ହାଇଦର

କନକ ବ୍ୟୁରୋ : ଏସସିବିରେ ଚିକିିତ୍ସିତ ହେବା ପାଇଁ ଗ୍ୟାଙ୍ଗଷ୍ଟର ହାଇଦର କ୍ୟାବିନ ପାଇଁ ଆବେଦନ କରିଥିଲା । ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀ କାଳିନ ଅଧିକାରୀ ଭୂବନାନନ୍ଦ ମହାରଣା । ତେବେ କ୍ୟାବିନ ଖାଲିଥିବାରୁ ଏସସିବି ମୁଖ୍ୟ ତାକୁ କ୍ୟାବିନ ପାଇଁ ଅନୁମତି ଦେଇଥିଲେ ।

ହାଇଦର ଏକାଧିକ ରୋଗରେ ପୀଡିତ ଥିବା ବେଳେ ତାର ସାଧାରଣ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ହୋଇଛି ହେଲେ ଅସ୍ତ୍ରୋପଚାର ହୋଇନଥିବା ଏସସିବିର ଜରୁରୀକାଳିନ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସିସିଟିଭି ସମ୍ପର୍କରେ ପୋଲିସକୁ ତଥ୍ୟ ଦିଆଯାଇଥିବା ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe