ଆଜି ଭୁବନେଶ୍ୱର ଆସୁଛନ୍ତି ଲୌହ ମାନବୀ ଶର୍ମିଳା ଇରୋମ

Advertisment
ଆଜି ଭୁବନେଶ୍ୱର ଆସୁଛନ୍ତି ଲୌହ ମାନବୀ ଶର୍ମିଳା ଇରୋମ

source-https://o.aolcdn.com

କନକ ବ୍ୟୁରୋ : ବିଶିଷ୍ଟ ମାନବାଧିକାର କର୍ମୀ ଇରୋମ ଶର୍ମିଳା ଭୁବନେଶ୍ୱର ଆସୁଛନ୍ତି । ଜାତୀୟ ଯୁବ ପ୍ରକଳ୍ପ କାର୍ଯ୍ୟାଳୟରେ ସେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ। ମଣିପୁରରେ ଆଫ୍‌ପସା ଆଇନର ବିରୋଧ କରି ଅନଶନ ଆରମ୍ଭ କରିଥିଲେ। ୨୦୦୦ରୁ  ଆରମ୍ଭ ହୋଇଥିବା ଅନଶନ ୨୦୧୬ ଅଗଷ୍ଟ ୯ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅନଶନ ବିଶ୍ୱର ସର୍ବାଧିକ ସମୟ ପର୍ଯ୍ୟନ୍ତ ଚାଲିଥିବା ଅନଶନ ବୋଲି କୁହାଯାଏ। ଅନଶନ ଭଙ୍ଗ କରିବା ପରେ ସେ ନିର୍ବାଚନ ଲଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe