ଆଜି ଭୁବନେଶ୍ୱର ଆସୁଛନ୍ତି ଲୌହ ମାନବୀ ଶର୍ମିଳା ଇରୋମ

6

କନକ ବ୍ୟୁରୋ : ବିଶିଷ୍ଟ ମାନବାଧିକାର କର୍ମୀ ଇରୋମ ଶର୍ମିଳା ଭୁବନେଶ୍ୱର ଆସୁଛନ୍ତି । ଜାତୀୟ ଯୁବ ପ୍ରକଳ୍ପ କାର୍ଯ୍ୟାଳୟରେ ସେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ। ମଣିପୁରରେ ଆଫ୍‌ପସା ଆଇନର ବିରୋଧ କରି ଅନଶନ ଆରମ୍ଭ କରିଥିଲେ। ୨୦୦୦ରୁ  ଆରମ୍ଭ ହୋଇଥିବା ଅନଶନ ୨୦୧୬ ଅଗଷ୍ଟ ୯ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅନଶନ ବିଶ୍ୱର ସର୍ବାଧିକ ସମୟ ପର୍ଯ୍ୟନ୍ତ ଚାଲିଥିବା ଅନଶନ ବୋଲି କୁହାଯାଏ। ଅନଶନ ଭଙ୍ଗ କରିବା ପରେ ସେ ନିର୍ବାଚନ ଲଢ଼ିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.