ବିିଶ୍ୱ ଫିଲ୍ମ ଫେଷ୍ଟିଭାଲରେ ଓଡିଆ ସୁନ୍ଦରୀ ଇପସିତା ପତି

ବିିଶ୍ୱ ଫିଲ୍ମ ଫେଷ୍ଟିଭାଲରେ ଓଡିଆ ସୁନ୍ଦରୀ ଇପସିତା ପତି

ପୁଣିଥରେ ଚର୍ଚ୍ଚାରେ ଓଡିଆ ସୁନ୍ଦରୀ । ଆମେରିକାରେ ହେବାକୁ ଥିବା ୱାର୍ଲ୍ଟ ଫିଲ୍ମ ଫେଷ୍ଟିଭାଲ ୨୦୧୬ ପାଇଁ ବ୍ରାଣ୍ଡ ଆମ୍ବାସଡର ଏବଂ ଜୁରୀ ଭାବେ ମନୋନୀତ ହୋଇଛନ୍ତି ବିୟୁଟି ପାଜେଂଟ୍ ଇପସିତା ପତି । ଗଲା କିଛି ବର୍ଷ ଭିତରେ ଏହି ଓଡିଆ ସୁନ୍ଦରୀ ଭାରତ ପାଇଁ ଗୌରବ ଆଣିଛନ୍ତି । ୨୦୧୩ ମସିହାରେ ମିସ୍ ଏସିଆ ଭାବେ ଗୌରବ ଆଣିଥିବା ବେଳେ ୨୦୧୧ ମସିହାରେ ପ୍ରଥମ ଇଣ୍ଡିଆନ ପ୍ରିନ୍ସେସ୍ ଭାବେ କୃତିତ୍ୱ ଅର୍ଜନ କରିଥିଲେ । ୨୦୧୧ରେ ମେକ୍ସିକୋରେ ଅନ୍ତର୍ଜାତୀୟ ଗୋଲ୍ଡେନ ସ୍କିନ୍ ପଇଁ ମଧ୍ୟ ସେ ସମ୍ମାନୀତ ହୋଇଥିଲେ । ଏହାବାଦ୍ ଇପସିତାଙ୍କ ଅଭିନୀତ ହିନ୍ଦି ଫିଲ୍ମ ଚୋରବାଜାରିକୁ ମଧ୍ୟ ବେଶ୍ ପ୍ରଂଶସା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe