କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ଟ୍ୱିନସିଟିର ପୋଲିସ କମିସନର ଭାବେ ସଂଜୀବ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ କନୱର ବିଶାଲ ସିଂଙ୍କୁ ଦାୟିତ୍ୱ ମିଳିଛି । ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।
ଆଇପିଏସ୍ ସ୍ତରରେ ବଡଧରଣର ଅଦଳ ବଦଳ । ସଞ୍ଜୀବ ପଣ୍ଡା ହେଲେ ପୋଲିସ କମିସନର, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ
/kanak/media/post_attachments/wp-content/uploads/2024/01/Untitled-1-40.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)