ବହୁ ଚର୍ଚ୍ଚିତ ଆଇପିଏସ ବିଦ୍ୟା ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କ ଦେହାନ୍ତ ; ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ବହୁ ଚର୍ଚ୍ଚିତ ଆଇପିଏସ ବିଦ୍ୟା ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କ ଦେହାନ୍ତ ; ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବିତ୍ତିିହୋତ୍ର ମହାନ୍ତିଙ୍କ ଦେହାନ୍ତ ହୋଇଛି । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡିତ ହୋଇ ସେ ଚିକିତ୍ସାଧିନ ଥିଲେ ।

୨୦୦୬ରେ ପୂର୍ବତନ ଆଇପିଏସ୍ ଅଫିସର ବିଦ୍ୟା ମହାନ୍ତିଙ୍କ ପୁଅ ବିତ୍ତିିହୋତ୍ର ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ରାଜସ୍ଥାନ ଫାଷ୍ଟଟ୍ରାକ୍ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କିନ୍ତୁ ସେବେଠୁ ବିତ୍ତିହୋତ୍ର ଘରୁ ଫେରାର ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe