କନକ ବ୍ୟୁରୋ : ଆରମ୍ଭ ହୋଇଛି ଟାଟା ଆଇପିଏଲ ମହାନିଲାମୀ । ମୋଟ ୬୦୦ ଜଣ ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଆଇପିଏଲ ମହାନିଲାମୀ ହେବ ।  ପ୍ରଥମ ଦିନରେ ୧୬୧ ଜଣ ଖେଳାଳୀଙ୍କର ନିଲାମୀ ହେବ  । ଯେଉଁମାନଙ୍କ ମଧ୍ୟରେ ଅନେକ ବଡ ଚେହେରା ରହିଛନ୍ତି । ତେବେ କେଉଁ ଖେଳାଳୀଙ୍କୁ କିଏ କିଣିଲେ ତାହା ଉପରେ ଥରେ ନଜର ପକାନ୍ତୁ ।

Advertisment

ଆଇପିଏଲ ମହାନିଲାମୀ ୨୦୨୨ : ପ୍ରଥମ ପର୍ଯ୍ୟାୟ ନିଲାମୀରେ ଭେଟରାନ ସୁରେଶ ରୈନା ଓ ଷ୍ଟିଭ ସ୍ମିଥଙ୍କୁ କିଣିଲେନି କୌଣସି ଫ୍ରାଞ୍ଚାଇଜ ।ଦକ୍ଷିଣ ଆଫ୍ରିକାର ବ୍ୟାଟର ଡେଭିଡ ମିଲର ଓ ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ପ୍ରଥମ ପର୍ଯ୍ୟାୟ ନିଲାମୀରେ କିଣିଲେନି କୌଣସି ଫ୍ରାଞ୍ଚାଇଜ ।

ମୁମ୍ବାଇ ଇଣ୍ଡିଆନ୍ସ :

ଇଶାନ କିଷାନ : ୧୫ କୋଟି ୨୫ ଲକ୍ଷ

ଡିୱଲର୍ଡ ବ୍ରେଭିସ : ୨କୋଟି ୬୦ ଲକ୍ଷ

ବେସିଲ ଥମ୍ପି : ୩୦ ଲକ୍ଷ

ମୁର୍ଗାନ ଅଶ୍ୱିନ : ୧ କୋଟି ୬୦ ଲକ୍ଷ

ଜୟଦେବ ଉନାଦକତ : ୧ କୋଟି ୩୦ ଲକ୍ଷ

ମୟଙ୍କ ମାର୍କଣ୍ଡେୟ :୬୫ ଲକ୍ଷ

ଏନ୍ ତିଲକ : ୧ କୋଟି ୭୦ ଲକ୍ଷ

ସଞ୍ଜୟ ଯାଦବ : ୫୦ ଲକ୍ଷ

ଜୋଫ୍ରା ଆର୍ଚର : ୮ କୋଟି

ଡାନିଏଲ ସାମ୍ସ :୨ କୋଟି ୬୦ ଲକ୍ଷ

ଟାଇମଲ ମିଲ୍ସ :  ୧ କୋଟି ୫୦ ଲକ୍ଷ

ଟିମ୍ ଡେଭିଡ :୮ କୋଟି ୨୫ ଲକ୍ଷ

ରାଇଲି ମେରେଡିଥ୍ : ୧ କୋଟି

ମହମ୍ମଦ ଅସର୍ଦ ଖାନ୍ : ୨୦ ଲକ୍ଷ

ଅନମୋଲପ୍ରିତ ସିଂହ : ୨୦ ଲକ୍ଷ

ରମଣଦୀପ ସିଂହ : ୨୦ ଲକ୍ଷ

ରାହୁଲ ବୁଦ୍ଦି : ୨୦ ଲକ୍ଷ

ଋତିକ ଶୌକିନ୍ : ୨୦ ଲକ୍ଷ

ଅର୍ଜୁନ ତେନ୍ଦୁଲକର : ୩୦ ଲକ୍ଷ

ଆର୍ୟନ ଜୁୟଲ : ୨୦ ଲକ୍ଷ

ଫାବିଆନ୍ ଆଲେନ୍ : ୭୫ ଲକ୍ଷ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :

ଫାଫ୍ ଡୁ ପ୍ଲେସିସ : ୭ କୋଟି

ହର୍ଷଲ ପଟେଲ: ୧୦ କୋଟି ୭୫ ଲକ୍ଷ

ହସରଙ୍ଗା : ୧୦ କୋଟି ୭୫ ଲକ୍ଷ

ଜୋସ ହେଜଲଉଡ : ୭ କୋଟି ୭୫ ଲକ୍ଷ

ଦିନେଶ କାର୍ତ୍ତିକ : ୫ କୋଟି ୫୦ ଲକ୍ଷ

ଶାହାବାଜ ଅହମ୍ମଦ : ୨ କୋଟି ୪୦ ଲକ୍ଷ

ଅନୁଜ ରାୱତ : ୩ କୋଟି ୪୦ ଲକ୍ଷ

ଆକାଶ ଦୀପ : ୨୦ ଲକ୍ଷ

ମହିପାଲ ଲୋମରର : ୯୫ ଲକ୍ଷ

ଫିନ୍ ଆଲେନ : ୮୦ ଲକ୍ଷ

ସେରଫାନେ ରଦରଫୋର୍ଡ :  ୧ କୋଟି

ଜେସନ ବେହରନଡ୍ରଫ : ୭୫ ଲକ୍ଷ

ସୁରେଶ ପ୍ରଭୁଦେଶାଇ : ୩୦ ଲକ୍ଷ

ଚାମା ମିଲିନ୍ଦ : ୨୫ ଲକ୍ଷ

ଅନିଶ୍ୱର ଗୌତମ : ୨୦ ଲକ୍ଷ

କର୍ଣ୍ଣ ଶର୍ମା : ୫୦ ଲକ୍ଷ

ସିଦ୍ଧାର୍ଥ କୌଲ : ୭୫ ଲକ୍ଷ

ଲଭନୀଥ ଶିଶୋଦିଆ : ୨୦ ଲକ୍ଷ

ଡେଭିଡ୍ ୱିଲି : ୨ କୋଟି

ପଞ୍ଜାବ କିଙ୍ଗସ :

ଶିଖର ଧୱନ   : ୮ କୋଟି ୨୫ ଲକ୍ଷ

କାଗିସୋ ରବାଡା : ୯ କୋଟି ୨୫ ଲକ୍ଷ

ଜନି ବେୟାରଷ୍ଟୋ  : ୬ କୋଟି ୭୫ ଲକ୍ଷ

ରାହୁଲ ଚହର : ୫ କୋଟି ୨୫ ଲକ୍ଷ

ଶାହାରୁଖ ଖାନ : ୯ କୋଟି

ହରପ୍ରିତ ବ୍ରାର : ୩ କୋଟି ୮୦ ଲକ୍ଷ

ପ୍ରଭସିମରନ ସିଂହ : ୬୦ ଲକ୍ଷ

ଜିତେଶ ଶର୍ମା : ୨୦ ଲକ୍ଷ

ଇଶାନ ପୋରେଲ : ୨୫ ଲକ୍ଷ

ଲିଆମ ଲିଭିଙ୍ଗଷ୍ଟୋନ : ୧୧ କୋଟି ୫୦ ଲକ୍ଷ

ଓଡେନ ସ୍ମିଥ : ୬ କୋଟି

ସନ୍ଦୀପ ଶର୍ମା : ୫୦ ଲକ୍ଷ

ରାଜ ଅଙ୍ଗଦ ବାୱା : ୨ କୋଟି

ଋଷି ଧୱନ : ୫୫ ଲକ୍ଷ

ପ୍ରିରେକ ମଙ୍କଡ : ୨୦ ଲକ୍ଷ

ବୈଭବ ଆରୋରା : ୨ କୋଟି

ବଲତେଜ ଧଣ୍ଡା : ୨୦ ଲକ୍ଷ

ଅଂଶ ପଟେଲ : ୨୦ ଲକ୍ଷ

ନାଥନ୍ ଏଲିସ : ୭୫ ଲକ୍ଷ

ଅଥର୍ବ ତାଏଡି : ୨୦ ଲକ୍ଷ

ଭାନୁକା ରାଜାପାକସା : ୫୦ ଲକ୍ଷ

ବେନି ହାୱେଲ : ୪୦ ଲକ୍ଷ

ଚେନ୍ନାଇ ସୁପର କିଙ୍ଗସ :

ରବିନ ଉଥପ୍ପା : ୨ କୋଟି

ଡ୍ୱେନ ବ୍ରାଭୋ :  ୪ କୋଟି ୪୦ ଲକ୍ଷ

ଅମ୍ବାତି ରାୟଡୁ :  ୬ କୋଟି ୭୫ ଲକ୍ଷ

ଦୀପକ ଚହର : ୧୪ କୋଟି

କେ.ଏମ ଆସିଫ : ୨୦ ଲକ୍ଷ

ତୁଷାର ଦେଶପାଣ୍ଡେ : ୨୦ ଲକ୍ଷ

ଶିଭମ ଦୁବେ : ୪ କୋଟି

ମହିଶ ତିକ୍ଷଣା :  ୭୦ ଲକ୍ଷ

ରାଜବର୍ଦ୍ଧନ ହଙ୍ଗରଗେକର : ୧ କୋଟି ୫୦ ଲକ୍ଷ

ସମରଜିତ୍ ସିଂ : ୨୦ ଲକ୍ଷ

ଡେଭନ କନୱେ : ୧ କୋଟି

ଡ୍ୱେନ ପ୍ରିଟୋରିୟସ : ୫୦ ଲକ୍ଷ

ମିସେଲ ସାଣ୍ଟନର :୧ କୋଟି ୯୦ ଲକ୍ଷ

ଏଡମ ମିଲନ : ୧ କୋଟି ୯୦ ଲକ୍ଷ

ଶୁଭ୍ରାଂଶୁ ସେନାପତି : ୨୦ ଲକ୍ଷ ଟଙ୍କା

ମୁକେଶ ଚୌଧୁରୀ : ୨୦ ଲକ୍ଷ

ପ୍ରଶାନ୍ତ ସୋଲାଙ୍କି : ୧.୨୦ କୋଟି

ସି. ହରି ନିଶାନ୍ତ :୨୦ ଲକ୍ଷ

ଏନ. ଜଗଦିଶନ : ୨୦ ଲକ୍ଷ

କ୍ରିସ୍ ଜୋର୍ଡାନ : ୩ କୋଟି ୬୦ ଲକ୍ଷ

କେ. ଭଗତ ବର୍ମା : ୨୦ ଲକ୍ଷ

କୋଲକାତା ନାଇଟ ରାଇଡର୍ସ :

ପ୍ୟାଟ କମିନ୍ସ : ୭ କୋଟି ୨୫ ଲକ୍ଷ

ଶ୍ରେୟସ ଆୟର  : ୧୨ କୋଟି ୨୫ ଲକ୍ଷ

ନୀତିଶ ରାଣା:  ୮ କୋଟି

ଶିଭମ ମାଭି : ୭ କୋଟି ୨୫ ଲକ୍ଷ

ସେଲଡନ ଜ୍ୟାକସନ୍ : ୬୦ ଲକ୍ଷ

ଆଜିଙ୍କ୍ୟ ରାହାଣେ :  ୧ କୋଟି

ରିଙ୍କୁ ସିଂ : ୫୫ ଲକ୍ଷ

ଅଙ୍କୁଳ ରୟ : ୨୦ ଲକ୍ଷ

ରାସିକ ଦାର : ୨୦ ଲକ୍ଷ

ବାବା ଇନ୍ଦ୍ରଜିତ୍ : ୨୦ ଲକ୍ଷ

ଚାମିକା କରୁଣାରତ୍ନେ : ୫୦ ଲକ୍ଷ

ଅଭିଜିତ୍ ତୋମାର : ୪୦ ଲକ୍ଷ

ପ୍ରଥମ ସିଂ : ୨୦ ଲକ୍ଷ

ରିତ୍ୱିକ ଚାଟାର୍ଜୀ : ୨୦ ଲକ୍ଷ

ଅଶୋକ ଶର୍ମା : ୫୫ ଲକ୍ଷ

ସାମ୍ ବିଲିଙ୍ଗସ : ୨ କୋଟି

ଆଲେକ୍ସ ହେଲ୍ସ : ୧ କୋଟି ୫୦ ଲକ୍ଷ

ଟିମ୍ ସାଉଦି : ୧କୋଟି ୫୦ ଲକ୍ଷ

ରମେଶ କୁମାର : ୨୦ ଲକ୍ଷ

ମହମ୍ମଦ ନବି : ୧ କୋଟି

ଉମେଶ ଯାଦବ : ୨ କୋଟି

ଅମନ ଖାନ୍ : ୨୦ ଲକ୍ଷ

ଲକ୍ଷ୍ନୌ ସୁପର ଜାଏଣ୍ଟସ :

କ୍ୱିଣ୍ଟନ ଡିକକ : ୬ କୋଟି ୭୫ ଲକ୍ଷ

ମନୀଷ ପାଣ୍ଡେ : ୪ କୋଟି ୬୦ ଲକ୍ଷ

ଜେସନ ହୋଲଡର: ୮ କୋଟି ୭୫ ଲକ୍ଷ

କୁର୍ଣ୍ଣାଲ ପାଣ୍ଡ୍ୟା :  ୮ କୋଟି ୨୫ ଲକ୍ଷ

ମାର୍କ ଉଡ : ୭ କୋଟି ୫୦ ଲକ୍ଷ

ଆଭେଶ ଖାନ : ୧୦ କୋଟି

ଅଙ୍କିତ ସିଂହ ରାଜପୁତ : ୫୦ ଲକ୍ଷ

କ୍ରିଷ୍ଣପା ଗୌତମ  : ୯୦ ଲକ୍ଷ

ଦୁଷ୍ମନ୍ତ ଚାମିରା : ୨ କୋଟି

ଶାହବାଜ ନଦୀମ : ୫୦ ଲକ୍ଷ

ମନନ ଭୋରା : ୨୦ ଲକ୍ଷ

ମୋହସିନ ଖାନ : ୨୦ ଲକ୍ଷ

ଆୟୁଷ ବଦୋନି : ୨୦ ଲକ୍ଷ

କାଇଲି ମେୟର୍ସ : ୫୦ ଲକ୍ଷ

ଇଭିନ୍ ଲୁଇସ : ୨ କୋଟି

ମୟଙ୍କ ୟାଦବ : ୨୦ ଲକ୍ଷ

ସନରାଇର୍ଜସ ହାଇଦ୍ରାବାଦ :

ୱାସିଂଟନ ସୁନ୍ଦର : ୮ କୋଟି ୭୫ ଲକ୍ଷ

ନିକୋଲାସ ପୁରନ :୧୦ କୋଟି ୭୫ ଲକ୍ଷ

ଟି ନଟରାଜନ : ୪ କୋଟି ଟଙ୍କା

ଭୁବନେଶ୍ୱର କୁମାର  : ୪ କୋଟି ୨୦ ଲକ୍ଷ

ପ୍ରିୟମ ଗର୍ଗ : ୨୦ ଲକ୍ଷ

ରାହୁଲ ତ୍ରିପାଠୀ : ୮ କୋଟି ୫୦ ଲକ୍ଷ

ଅଭିଷେକ ଶର୍ମା : ୬ କୋଟି ୫୦ ଲକ୍ଷ

କାର୍ତ୍ତିକ ତ୍ୟାଗୀ : ୪ କୋଟି

ଶ୍ରେୟସ ଗୋପାଲ : ୭୫ ଲକ୍ଷ

ଜଗଦିଶ ସୁଚିତ : ୨୦ ଲକ୍ଷ

ଏଡନ ମାରକ୍ରମ: ୨ କୋଟି ୬୦

ମାର୍କୋ ଜାନସେନ : ୪ କୋଟି ୨୦ ଲକ୍ଷ

ରୋମାରିଓ ସେଫର୍ଡ : ୭ କୋଟି ୭୫ ଲକ୍ଷ

ସିନ ଆବୋଟ : ୨ କୋଟି ୪୦ ଲକ୍ଷ

ଆର ସମର୍ଥ : ୨୦ ଲକ୍ଷ

ଶଶାଙ୍କ ସିଂ : ୨୦ ଲକ୍ଷ

ସୌରଭ ଦୁବେ : ୨୦ ଲକ୍ଷ

ବିଷ୍ଣୁ ବିନୋଦ : ୫୦ ଲକ୍ଷ

ଗ୍ଲେନ୍ ଫିଲିପ୍ସ : ୧ କୋଟି ୫୦ ଲକ୍ଷ

ଫଜଲହକ୍ ଫାରୁକି : ୫୦ ଲକ୍ଷ

ଦିଲ୍ଲୀ କ୍ୟାପିଟାଲ୍ସ :

ଡେଭିଡ ୱାର୍ଣ୍ଣର : ୬ କୋଟି ୨୫ ଲକ୍ଷ

ମିଚେଲ ମାର୍ସ: ୬ କୋଟି ୫୦ ଲକ୍ଷ

ସାର୍ଦ୍ଦୁଳ ଠାକୁର :୧୦ କୋଟି ୭୫ ଲକ୍ଷ

ମୁସ୍ତାଫିଜୁର ରେହମାନ : ୨ କୋଟି

କୁଳଦୀପ ଯାଦବ :୨ କୋଟି

ଅଶ୍ୱିନ ହେବର : ୨୦ ଲକ୍ଷ

ସରଫରାଜ ଖାନ : ୨୦ ଲକ୍ଷ

କମଲେଶ ନାଗରକୋଟି : ୧କୋଟି ୧୦ ଲକ୍ଷ

କେଏସ ଭରତ : ୨ କୋଟି

ମନଦୀପ ସିଂ : ୧ କୋଟି ୧୦ ଲକ୍ଷ

ଖଲିଲ ଅହମ୍ମଦ : ୫.୨୫ କୋଟି

ଚେତନ ସାକରିଆ :୪ କୋଟି ୨୦ ଲକ୍ଷ

ଲଳିତ ଯାଦବ : ୬୫ ଲକ୍ଷ
ରିପଲ ପଟେଲ : ୨୦ ଲକ୍ଷ
ୟଶ୍ ଧୂଲ : ୫୦ ଲକ୍ଷ

ରୋଭମାନ୍ ପାୱେଲ :୨ କୋଟି ୮୦ ଲକ୍ଷ

ପ୍ରବୀଣ ଦୁବେ : ୫୦ ଲକ୍ଷ

ଲୁଙ୍ଗି ଏନଗିଡି : ୫୦ ଲକ୍ଷ

ଟିମ୍ ସାଇଫର୍ଟ : ୫୦ ଲକ୍ଷ

ଭିକି ଓସ୍ତୱାଲ : ୨୦ ଲକ୍ଷ

ଗୁଜୁରାଟ ଟାଇଟନସ :

ଜେସନ ରୟ :୨ କୋଟି

ମହମ୍ମଦ ସାମି : ୬ କୋଟି ୨୫ ଲକ୍ଷ

ଲୋକି ଫର୍ଗ୍ୟୁସନ : ୧୦ କୋଟି

ଅଭିନବ ସଦରଙ୍ଗାନି : ୨ କୋଟି ୬୦ ଲକ୍ଷ

ରାହୁଲ ତେୱତିଆ : ୯ କୋଟି

ନୁର୍ ଅହମ୍ମଦ : ୩୦ ଲକ୍ଷ

ଆର ସାଇ କିଶୋର : ୨ କୋଟି

ଡୋମିନିକ ଡ୍ରେକ୍ସ :  ୧ କୋଟି ୧୦ ଲକ୍ଷ

ଜୟନ୍ତ ଯାଦବ: ୧ କୋଟି ୭୦ ଲକ୍ଷ

ବିଜୟ ଶଙ୍କର : ୧ କୋଟି ୪୦ ଲକ୍ଷ

ଦର୍ଶନ ନାଲକାଣ୍ଡେ : ୨୦ ଲକ୍ଷ

ୟଶ୍ ଦୟାଲ : ୩ କୋଟି ୨୦ ଲକ୍ଷ

ଅଲଜାରୀ ଜୋସେଫ : ୨ କୋଟି ୪୦ ଲକ୍ଷ

ପ୍ରଦୀପ ସଙ୍ଗୱାନ : ୨୦ ଲକ୍ଷ

ଡେଭିଡ୍ ମିଲର : ୩ କୋଟି

ରିଦ୍ଧିମାନ ଶାହା : ୧ କୋଟି ୯୦ ଲକ୍ଷ

ମ୍ୟାଥୁ ୱେଦ୍ : ୨ କୋଟି ୪୦ ଲକ୍ଷ

ଗୁରକିରତ ସିଂହ : ୫୦ ଲକ୍ଷ

ବରୁଣ ଆରୋନ : ୫୦ ଲକ୍ଷ

ରାଜସ୍ଥାନ ରୟାଲ୍ସ : 

ଆର ଅଶ୍ୱିନୀ : ୫ କୋଟି

ଟ୍ରେଣ୍ଟ ବୋଲ୍ଟ  : ୮ କୋଟି

ସିମରନ ହେଟମାୟର : ୮ କୋଟି ୫୦ ଲକ୍ଷ

ଦେବୀଦତ୍ତ ପାଡିକଲ : ୭ କୋଟି ୭୫ ଲକ୍ଷ

ପ୍ରସିଦ୍ଧ କ୍ରିଷ୍ଣା : ୧୦ କୋଟି
ୟୁଜବେନ୍ଦ୍ର ଚହଲ : ୬ କୋଟି ୫୦ ଲକ୍ଷ
ରିଆନ ପରାଗ : ୩ କୋଟି ୮୦ ଲକ୍ଷ
କେସି କରିଅପ୍ପା : ୩୦ ଲକ୍ଷ
ନବଦୀପ ସାଇନି : ୨ କୋଟି ୬୦ ଲକ୍ଷ
ଓବେଡ ମ୍ୟାକକଏ : ୭୫ ଲକ୍ଷ
ଅରୁନୟ ସିଂ : ୨୦ ଲକ୍ଷ
କୁଲଦୀପ ସେନ୍ : ୨୦ ଲକ୍ଷ
କରୁଣ ନାୟାର : ୧ କୋଟି ୪୦ ଲକ୍ଷ
ଧ୍ରୁବ ଜୁରେଲ : ୨୦ ଲକ୍ଷ
ତେଜସ ବରୋକା : ୨୦ ଲକ୍ଷ
କୁଲଦୀପ ୟାଦବ : ୨୦ ଲକ୍ଷ
ଶୁଭମ ଗଢୱାଲ : ୨୦ ଲକ୍ଷ
ଜିମି ନିଶମ : ୧ କୋଟି ୫୦ ଲକ୍ଷ
ନାଥନ କୁଲଟର ନାଇଲ୍ : ୨ କୋଟି
ଡାରିଲ୍ ମିଚେଲ : ୭୫ ଲକ୍ଷ
ରାସି ଭାନ୍ ଡେର୍ ଡୁସେନ : ୧କୋଟି