କନକ ବ୍ୟୁରୋ: ଶପଥ ସମାରୋହରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ । ଏଥିପାଇଁ ବିଜେପି ବିଧାୟକଙ୍କର ଟିମ୍ ପୁରୀ ଯାଇଛନ୍ତି । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିିବେ ଚିଲିକା ବିଜେପି ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ନିମାପଡା ବିଧାୟିକା ପ୍ରଭାତି ପରିଡା । ଛପା ହୋଇଥିବା ନିମନ୍ତ୍ରଣ କାର୍ଡକୁ ସାଙ୍ଗରେ ନେଇଛନ୍ତି ବିଜେପି ନେତା । ପରମ୍ପରା ଅନୁଯାୟୀ ତିନି ଠାକୁରଙ୍କୁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯିବ ।
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ । ଶ୍ରୀକ୍ଷେତ୍ର ଅଭିମୁଖେ ବିଜେପିର ସ୍ୱତନ୍ତ୍ର ଟିମ୍ ।
/kanak/media/post_attachments/wp-content/uploads/2024/06/inv.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)