ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମ୍ବିତ ପାତ୍ର । କେବଳ ଓଡିଶାର ନୁହେଁ ସମଗ୍ର ଭାରତ ବର୍ଷରେ ଜଣାଶୁଣା ଚେହେରା ହେଉଛନ୍ତି ସମ୍ବିତ । ଜାତୀୟ ସ୍ତରରେ ଓଡିଶା ତରଫରୁ ବିଜେପିର ପକ୍ଷ ରଖନ୍ତି ସମ୍ବିତ । ଯାହାକୁ ନେଇ ସାରା ରାଜ୍ୟ ଗର୍ବିତ । ଏହା ଭିତରେ ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ବୈଠକ ପାଇଁ ପହଁଚିଛନ୍ତି ଦଳର ହେଭିୱେଟ ନେତା । ଯାହାକୁ ନେଇ ରାଜ୍ୟ ରାଜନିତୀରେ ସୃଷ୍ଟି ହୋଇଛି ହଟଚମଟ । ବୈଶାଖୀ ତାତିଠୁ ବଳି ଯାଇଛି ବିଜେପି ତାତି । ତେବେ କଣ ରହିଛି ବିଜେପି ରଣନୀତି । ବିଜେପିର ଏହି ବ୍ଲୁ ପ୍ରିଂଟ୍ ଓଡିଶାରେ ନବୀନଙ୍କ ଲୋକପ୍ରିୟତା କମାଇବାରେ ସଫଳ ହେବ କି । ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ସମ୍ବିତ ପାତ୍ରଙ୍କ ସହ ଏହି ସ୍ୱତନ୍ତ୍ର ସାକ୍ଷାତକାର ।
ଶଙ୍ଖ ରାଜ୍ୟରେ ‘ନମୋ’ ଧ୍ୱନି ! ଦେଖନ୍ତୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
/kanak/media/post_attachments/wp-content/uploads/2017/04/Screen-shot-2017-04-15-at-12.38.05-PM.png)