ରଥ ନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା। ୫ଲକ୍ଷ ଲେଖାଏର ବୀମା ଲାଗୁ।

ରଥ ନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା। ୫ଲକ୍ଷ ଲେଖାଏର ବୀମା ଲାଗୁ।

କନକ ବ୍ୟୁରୋ: ପୁରୀରେ ରଥ ନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା । ପ୍ରତ୍ୟେକଙ୍କ ପାଇଁ ୫ଲକ୍ଷ ଲେଖାଏ ବୀମା ଲାଗୁ କରାଯାଇଛି । ୫ଟି ପର୍ଯ୍ୟାୟରେ କରାଯାଇଛି ବୀମା ବ୍ୟବସ୍ଥା । ରଥଖଳା, ଗୁଣ୍ଡିଚା ମନ୍ଦିର, ପହଣ୍ଡି, ଶ୍ରୀମନ୍ଦିର ପାଇଁ ବୀମା ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe