କନକ ବ୍ୟୁରୋ: ପୁରୀରେ ରଥ ନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା । ପ୍ରତ୍ୟେକଙ୍କ ପାଇଁ ୫ଲକ୍ଷ ଲେଖାଏ ବୀମା ଲାଗୁ କରାଯାଇଛି । ୫ଟି ପର୍ଯ୍ୟାୟରେ କରାଯାଇଛି ବୀମା ବ୍ୟବସ୍ଥା । ରଥଖଳା, ଗୁଣ୍ଡିଚା ମନ୍ଦିର, ପହଣ୍ଡି, ଶ୍ରୀମନ୍ଦିର ପାଇଁ ବୀମା ବ୍ୟବସ୍ଥା କରାଯାଇଛି ।
ରଥ ନିର୍ମାଣ ସେବକଙ୍କ ବୀମା ବ୍ୟବସ୍ଥା
ପ୍ରତ୍ୟେକଙ୍କ ପାଇଁ ୫ଲକ୍ଷ ଲେଖାଏ ବୀମା ଲାଗୁ
୫ଟି ପର୍ଯ୍ୟାୟରେ କରାଯାଇଛି ବୀମା ବ୍ୟବସ୍ଥା
ରଥଖଳା, ଗୁଣ୍ଡିଚା ମନ୍ଦିର, ପହଣ୍ଡି, ଶ୍ରୀମନ୍ଦିର ପାଇଁ ବୀମା#Puri #RathJatra #BigBreaking pic.twitter.com/dj8ZQaq36x— Kanak News (@kanak_news) April 26, 2023