ପୁଣି ଚର୍ଚ୍ଚାରେ ଇନ୍ସପେକ୍ଟର ଦୀପକ ଜେନା । ଗିରଫଦାରି ପରେ ବ୍ୟବସାୟୀଙ୍କ ଆକାଉଣ୍ଟରୁ ୬୪ ଲକ୍ଷ କାଢ଼ି ନେଇଥିବା ହୋଇଥିଲା ଅଭିଯୋଗ ।

ପୁଣି ଚର୍ଚ୍ଚାରେ ଇନ୍ସପେକ୍ଟର ଦୀପକ ଜେନା । ଗିରଫଦାରି ପରେ ବ୍ୟବସାୟୀଙ୍କ ଆକାଉଣ୍ଟରୁ ୬୪ ଲକ୍ଷ କାଢ଼ି ନେଇଥିବା ହୋଇଥିଲା ଅଭିଯୋଗ ।

କନକ ବ୍ୟୁରୋ: ଖୋଲୁଛି ଆଇଆଇସିଙ୍କ ଚାଲବାଜ ଚେହେରା । ନିର୍ଦ୍ଦୋଶ ବ୍ୟବସାୟୀଙ୍କୁ ଜେଲ ପଠାଇ ବ୍ୟାଙ୍କ ଆକଉଣ୍ଟରୁ ଲୁଟି ନେଇଥିଲେ ୬୪ ଲକ୍ଷ ଟଙ୍କା । ଏନେଇ ଲକ୍ଷ୍ମୀସାଗର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ବ୍ୟବସାୟୀ ଜଣକ । କିନ୍ତୁ ବ୍ୟବସାୟୀଙ୍କ ଅଭିଯୋଗ ପରେ ମଧ୍ୟ କୌଣସି ଆକ୍ସନ ନେଇନଥିଲା ପୋଲିସ । ବ୍ୟବସାୟୀ ଏମ ରାଜୁ ୫ ମାସ ୭ ଦିନ ଜେଲରେ ରହି ଫେରବା ପରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା । ଯାହା ପରେ ଖୋଲିବାରେ ଲାଗିଛି ବଡଚଣା ପୁଲିସ ଆଇଆଇସି ଦୀପକ ଜେନାଙ୍କ ଅସଲ ମୁଖା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe