ପରିବା ଗୋଦାମରେ ଯୋଗାଣ ମନ୍ତ୍ରୀଙ୍କ ଯାଞ୍ଚ । ଏକ ନମ୍ବର ହାଟର ପରିବା ଗୋଦାମରେ ଯାଞ୍ଚ କରୁଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

Advertisment
ପରିବା ଗୋଦାମରେ ଯୋଗାଣ ମନ୍ତ୍ରୀଙ୍କ ଯାଞ୍ଚ । ଏକ ନମ୍ବର ହାଟର ପରିବା ଗୋଦାମରେ ଯାଞ୍ଚ କରୁଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

କନକ ବ୍ୟୁରୋ: ଗ୍ରାଉଣ୍ଡ ଜିରୋରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏକ ନମ୍ବର ହାଟରେ ଏକ ପରିବା ଗୋଦାମରେ ମନ୍ତ୍ରୀ । ଯୋଗାଣ ଅଧିକାରୀ ମାନେ ମଧ୍ୟ ମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି । ବ୍ୟବସାୟୀଙ୍କୁ ପଚାରୁଛନ୍ତି କାହିଁକି ଦରବୃଦ୍ଧି ହେଉଛି । ସେ କେଉଁଠାରୁ ପନିପରିବା କିଣି ଆଣିଛନ୍ତି । କେତେ ଦାମରେ କିଣି ଆଣିଛନ୍ତି ସେ ସମ୍ପର୍କରେ ପଚାରି ବୁଝିଛନ୍ତି ନିଜେ ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe