କନକ ବ୍ୟୁରୋ: ଗ୍ରାଉଣ୍ଡ ଜିରୋରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏକ ନମ୍ବର ହାଟରେ ଏକ ପରିବା ଗୋଦାମରେ ମନ୍ତ୍ରୀ । ଯୋଗାଣ ଅଧିକାରୀ ମାନେ ମଧ୍ୟ ମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି । ବ୍ୟବସାୟୀଙ୍କୁ ପଚାରୁଛନ୍ତି କାହିଁକି ଦରବୃଦ୍ଧି ହେଉଛି । ସେ କେଉଁଠାରୁ ପନିପରିବା କିଣି ଆଣିଛନ୍ତି । କେତେ ଦାମରେ କିଣି ଆଣିଛନ୍ତି ସେ ସମ୍ପର୍କରେ ପଚାରି ବୁଝିଛନ୍ତି ନିଜେ ମନ୍ତ୍ରୀ।