କନକ ବ୍ୟୁରୋ: ସୁଗାର ଫ୍ରିରେ ମିଠା ଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ କଟକର ବିଭିନ୍ନ ମିଠା ଦୋକାନରେ ଫୁଡ୍ ସ୍କ୍ୱାର୍ଡ ଯାଞ୍ଚ କରୁଛି । ମିଠା ଦୋକାନ ଯାଞ୍ଚ କରାଯାଇ ସେମାନେ ବିକୁଥିବା ସୁଗାର ଫ୍ରି ମିଠାଗୁଡ଼ିକର ସାମ୍ପୁଲ ସଂଗ୍ରହ କରାଯାଇଛି । ମିଳିଥିବା ସୂଚନା ମୁତାବକ ଏଗୁଡ଼ିକ ଲ୍ୟାବ ପଠାଯିବ ପରେ ରିପୋର୍ଟ ଯଦି ନେଗେଟିଭ ଆସେ ତେବେ ସେହି ଅନୁଯାୟୀ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।
କଟକର ବିଭିନ୍ନ ମିଠା ଦୋକାନରେ ଫୁଡ୍ ସ୍କ୍ୱାର୍ଡ ଯାଞ୍ଚ। କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ପ୍ରଶାସନ।
/kanak/media/post_attachments/wp-content/uploads/2022/10/vlcsnap-2022-10-31-18h55m09s020.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)