ଆଜି ନୌସେନାରେ ସାମିଲ ହେବ ଆଇଏନ୍ଏସ୍ ତାରିଣୀ : ଗଂଜାମର ତାରାତାରିଣୀ ପୀଠ ନାଁ ଅନୁସାରେ ହୋଇଛି ନାମକରଣ

ଆଜି ନୌସେନାରେ ସାମିଲ ହେବ ଆଇଏନ୍ଏସ୍ ତାରିଣୀ : ଗଂଜାମର ତାରାତାରିଣୀ ପୀଠ ନାଁ ଅନୁସାରେ ହୋଇଛି ନାମକରଣ

କନକ ବ୍ୟୁରୋ : ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ ହେବ ନୌକା ଆଇଏନ୍ଏସ ତାରିଣୀ । ନୌସେନା ପ୍ରମୁଖ ଆଡମିରାଲ ସୁନୀଲ ଲାମ୍ବା ବିଧିବଦ୍ଧ ଭାବେ ଏହାକୁ ସାମିଲ କରିବେ । ନୌସେନାର ମହିଳା ଚାଳକଙ୍କ ଏକ ଟିମ୍ ଏହି ବୋଟ୍ ନେଇ ବିଶ୍ୱ ଭ୍ରମଣରେ ବାହାରିବେ । ହୁଏତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନୌସେନାର ଏହି ନୁଆ ଯୋଦ୍ଧାର ନାମକରଣ ଓଡିଶା ସହ ସଂପୃକ୍ତ । ଗଂଜାମ ଜିଲ୍ଲାର ତାରାତାରିଣୀ ପୀଠର ଅଧିଷ୍ଠାତ୍ରୀ ଦେବୀଙ୍କ ନାମ ଅନୁସାରେ ଏହି ନୌକାର ନାମ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe