କନକ ବ୍ୟୁରୋ : ତୃତୀୟ ଲହରକୁ ମାତ ଦେବାକୁ ହେଲେ ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଏଥିପାଇଁ ସାରାଦେଶରେ ଜୁନ୍ ୨୧ରୁ କ୍ୟାମ୍ପେନ ମୋଡରେ ଟିକାକରଣ କରାଯାଇଥିଲା । କିନ୍ତୁ ଏବେ ଟିକା ଅଭାବ ଏହି ଅଭିଯାନକୁ ବାଟବଣା କରି ଦେଇଛି ।
ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ. ଆଜି ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଅଭାବ ପୂରଣ ପାଇଁ ଆଜି ଆସିପାରେ ୧୦ଲକ୍ଷ ଡୋଜ୍ ।
Advertisment
Follow Us