କନକବ୍ୟୁରୋ : ନିଶାଖୋର ଯୁବକଙ୍କ ଅମାନବୀୟ କାଣ୍ଡ । ମରଣାନ୍ତକ ଆକ୍ରମଣ ନେଇ ରାଜଧାନୀର ମୈତ୍ରୀବିହାର ଥାନାରେ ଅଭିଯୋଗ କଲେ ଯୁବତୀ । ନିଶା କାରବାରକୁ ବିରୋଧ କରିବାକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗାଡ଼ି ଭଙ୍ଗାରୁଜା ସହ ତାଙ୍କ ପରିବାରକୁ ମଧ ମରଣାନ୍ତକ ଆକ୍ରମଣ କରାଯାଇଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।
ରାଜଧାନୀରେ ନିଶାଖୋର ଯୁବକଙ୍କ ଅମାନବୀୟ କାଣ୍ଡ । ଗାଡ଼ି ଭଙ୍ଗାରୁଜା ସହ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୈତ୍ରୀବିହାର ଥାନାରେ ଯୁବତୀଙ୍କ ଅଭିଯୋଗ ।
/kanak/media/post_attachments/wp-content/uploads/2024/05/22-10.jpg)