କନକ ବ୍ୟୁରୋ : ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ଜଙ୍ଗଲି ହାତୀ ଆତଙ୍କ । ପାହାଡ଼ ଉପରେ ୪ଟି ହାତୀ ବୁଲୁଥିବା ସୂଚନା । ଗୋଟିଏ ଦନ୍ତାହାତୀ ସହ, ୨ଟି ମାଇ ହାତୀ ଓ ଗୋଟିଏ ଛୁଆ ହାତୀ ବୁଲୁଥିବା ସୂଚନା ମିଳିଛି । ହାତୀ ଘଉଡେଇବାକୁ ପାହାଡ଼ ଉପରେ ନିୟୋଜିତ ହୋଇଛନ୍ତି ବନ କର୍ମଚାରୀ ।
ଶିଖରଚଣ୍ଡୀ ପାହଡ଼ରେ ଜଙ୍ଗଲି ହାତୀ ଆତଙ୍କ : ହାତୀ ଘଉଡେଇବାକୁ ବନ କର୍ମଚାରୀଙ୍କ ଉଦ୍ୟମ
Advertisment
Follow Us