କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ । ସେହିଭଳି କରୋନାରେ ଆଉ ୧୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧୧୭୮୮ରେ ପହଞ୍ଚିଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୯୯ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୬୯ଜଣ ସ୍ଥାନୀୟ ସଂକ୍ରମିତ । ଏଣେ ସୁସ୍ଥ ହୋଇ ସାରିଲେଣି ୩୦୧୭୭୭ ଜଣ । ଏବେ ବି ସକ୍ରୟ ଅଛନ୍ତି ୮ ହଜାର ୩୬୬ଜଣ ।
Kanak News is now on WhatsApp
Join and get latest news updates delivered to you via WhatsApp