କନକ ବ୍ୟୁରୋ: କଳାହାଣ୍ଡି ଇଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ । କଲମପୁର ବ୍ଲକ ଦେପୁର ନିକଟରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି । ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି । ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।
ଭାଙ୍ଗିଲା ଇନ୍ଦ୍ରାବତୀ ମୁଖ୍ୟ କେନାଲ । ୨୦ଫୁଟର ଘାଇରେ ଗାଁରେ ପଶିଲା ପାଣି । ବୁଡିଲା ଶହ ଶହ ହେକ୍ଟର ଚାଷଜମି ।
/kanak/media/post_attachments/wp-content/uploads/2024/03/7-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)