କନକ ବ୍ୟୁରୋ : ଦେଶରେ କମୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୧ ଲକ୍ଷ ୨୭ ହଜାର ୯୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୫୯ ଜଣଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୩ ଲକ୍ଷ ୩୧ ହଜାର ୬୪୮ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧ ହଜାର ୧୧୪ । ପଜିଟିଭ ହାର ୭ ଦଶମିକ ୯୮ ପ୍ରତିଶତ । ସେହିପରି ଦେଶରେ ଦିନକରେ ୨,୫୯,୧୦୭ଜଣ ସୁସ୍ଥ ହୋଇଛନ୍ତିି । ଦେଶରେ ମୋଟ ସୁସ୍ଥତା ସଂଖ୍ୟା ୪,୦୨,୪୭,୯୦୨ରେ ପହଞ୍ଚିଲା ।
ତଳମୁହାଁ ସଂକ୍ରମଣ, ମୃତ୍ୟୁସଂଖ୍ୟା ଉପରମୁହାଁ : ୨୪ଘଂଟାର ୧ଲକ୍ଷ ୨୭ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୧୦୫୯ ମୃତ୍ୟୁ
/kanak/media/post_attachments/wp-content/uploads/2022/02/13-6.jpg)