ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ : ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ; କୌଣସି ବି ବ୍ୟାଟ୍ସମ୍ୟାନ ଛୁଇଁପାରିଲେନି ଦୁଇ ଅଙ୍କ

Advertisment
ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ : ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ; କୌଣସି ବି ବ୍ୟାଟ୍ସମ୍ୟାନ ଛୁଇଁପାରିଲେନି ଦୁଇ ଅଙ୍କ

କନକ ବ୍ୟୁରୋ : ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ । ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ । କୌଣସି ବି ବ୍ୟାଟସ ମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ରନ ଛୁଇଁପାରିନାହାନ୍ତି । ଅଷ୍ଟ୍ରେଲିଆ ଆଗରେ ବିଜୟ ପାଇଁ ୯୦ ରନର ଲକ୍ଷ୍ୟ ରଖିଛି ଭାରତ । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ । ଏହା ଇଣ୍ଡିଆର ସବୁଠାରୁ କମ ଦ୍ୱିତୀୟ ଇନିଂସ ରନ୍ ।

ଭାରତ ପ୍ରଥମ ଇନିଂସରେ ୨୪୪ ୱିକେଟ କରି ଅଲଆଉଟ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୧୫୧ ରନ କରି ପଛୁଆ ରହିଥିଲା । ଆଜି ତୃତୀୟ ଦିନରେ ନିର୍ଣ୍ଣାୟକ ଫଳାଫଳ ଆସିବାକୁ ଥିବାବେଳେ ଭାରତ ଅଷ୍ଟ୍ରେଲିଆର ବୋଲିଂ ସମ୍ମୁଖୀନ ହୋଇନପାରି ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe