ଉପଗ୍ରହରୁ ଆତଙ୍କବାଦୀ ଶିବିରର ଫଟୋ : ସର୍ଜିକାଲ ଷ୍ଟ୍ରାଇକ ପାଇଁ ସେନାକୁ ଫଟୋଚିତ୍ର ଯୋଗାଇଥିଲା ଇସ୍ରୋ

ଉପଗ୍ରହରୁ ଆତଙ୍କବାଦୀ ଶିବିରର ଫଟୋ : ସର୍ଜିକାଲ ଷ୍ଟ୍ରାଇକ ପାଇଁ ସେନାକୁ ଫଟୋଚିତ୍ର ଯୋଗାଇଥିଲା ଇସ୍ରୋ

କନକ ବ୍ୟୁରୋ : ସର୍ଜିକାଲ ଷ୍ଟ୍ରାଇକ ପାଇଁ ସେନାକୁ ଫଟୋଚିତ୍ର ଯୋଗାଇ ଦେଇଥିଲା ଇସ୍ରୋ । କାର୍ଟୋସାଟ-ଟୁ-ସି ଉପଗ୍ରହ ଜରିଆରେ ପାକିସ୍ତାନ ଆତଙ୍କବାଦୀ ଶିବିରର ଫଟୋ ନିଆଯାଇଥିଲା । ଆଉ ଏହି ଉପଗ୍ରହ ଚିତ୍ରକୁ ଆଧାର କରି ଶତ୍ରୁ ରାଷ୍ଟ୍ରରେ ଆକ୍ରମଣ କରିଥିଲା ସେନା । ଇସ୍ରୋର ଦୁଇ ଜଣ ବୈଜ୍ଞାନିକ ଏନେଇ ସୂଚନା ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe