କନକ ବ୍ୟୁରୋ: ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏରେ ମୁଖ୍ୟ ବୈଷୟିକ ଅଧିକାରୀଭାବେ ପ୍ରଥମଥର ପାଇଁ ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନୀଙ୍କୁ ନିଯୁକ୍ତି ଦିଆଯାଇଛି । ସିଆଇଏର ନିର୍ଦ୍ଦେଶକ ୱିଲିୟମ ବର୍ନସ ଟୁଇଟ କରି ନନ୍ଦ ମୁଲଚାନ୍ଦୀଙ୍କୁ ନିଯୁକ୍ତି ବାବଦାର ସୂଚନା ପ୍ରଦାନ କରିଛନ୍ତି ।
ସିଲିକନ ଭ୍ୟାଲି ଓ ପ୍ରତିରକ୍ଷା କ୍ଷେତ୍ରରେ ମୁଲଚନ୍ଦାନୀଙ୍କ ପାଖରେ ରହିଛି ୨୫ବର୍ଷର ଅଭିଜ୍ଞତା । ଅଫିସିଆଲ ଇଂଟେଲିଜେନ୍ସ ଓ ସାଇବର ସିକ୍ୟୁରିଟି କ୍ଷେତ୍ରରେ ତାଙ୍କର ଉତର ଜ୍ଞାନ ରହିଛି । ଦିଲ୍ଲୀରେ ସ୍କୁଲ ପାଠ ସାରି ଆମେରିକାରେ ନିଜ ପରିବାର ସହ ଯିବା ପରେ ସେଠାରେ ଉଚ୍ଚଶିକ୍ଷା ସେ ଲାଭ କରିଥିଲେ । କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ ପରେ ଷ୍ଟାଣ୍ଡଫର୍ଡ ଓ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/36-1.jpg)