ଜମ୍ମୁକାଶ୍ମୀରରେ ଆତଙ୍କୀ ନିପାତରେ ଭାରତୀୟ ସେନାର ରେକର୍ଡ। ଜାଣନ୍ତୁ ପୂରା ତଥ୍ୟ...

Advertisment
ଜମ୍ମୁକାଶ୍ମୀରରେ ଆତଙ୍କୀ ନିପାତରେ ଭାରତୀୟ ସେନାର ରେକର୍ଡ। ଜାଣନ୍ତୁ ପୂରା ତଥ୍ୟ...

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ଭାରତୀୟ ସେନାର ରେକର୍ଡ ରହିଛି । ୨୦୨୨ରେ ୩୧ ଯବାନ ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ବଳିଦାନ ଦେଇଥିଲେ । ଏହାର ଜବାବରେ ଘାଟିରେ ସୁରକ୍ଷାବଳ ହାତରେ ୧୭୨ ଆତଙ୍କୀଙ୍କ ଜୀବନ ଯାଇଥିଲା । ସେହିଭଳି ୨୦୨୧ରେ ୪୩ ଯବାନ ସହିଦ ହୋଇଥିଲେ । ୨୦୨୧ରେ ୧୮୨ଜଣଙ୍କୁ ମାରିଥିଲା ସେନା । ୨୦୨୦ରେ ୬୨ ଯବାନ ସହିଦ ହୋଇଥିଲେ ।  ବଦଳରେ ୨୨୧ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭରତୀୟ ଯବାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe