କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ଭାରତୀୟ ସେନାର ରେକର୍ଡ ରହିଛି । ୨୦୨୨ରେ ୩୧ ଯବାନ ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ବଳିଦାନ ଦେଇଥିଲେ । ଏହାର ଜବାବରେ ଘାଟିରେ ସୁରକ୍ଷାବଳ ହାତରେ ୧୭୨ ଆତଙ୍କୀଙ୍କ ଜୀବନ ଯାଇଥିଲା । ସେହିଭଳି ୨୦୨୧ରେ ୪୩ ଯବାନ ସହିଦ ହୋଇଥିଲେ । ୨୦୨୧ରେ ୧୮୨ଜଣଙ୍କୁ ମାରିଥିଲା ସେନା । ୨୦୨୦ରେ ୬୨ ଯବାନ ସହିଦ ହୋଇଥିଲେ । ବଦଳରେ ୨୨୧ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭରତୀୟ ଯବାନ ।
ଜମ୍ମୁକାଶ୍ମୀରରେ ଆତଙ୍କୀ ନିପାତରେ ଭାରତୀୟ ସେନାର ରେକର୍ଡ। ଜାଣନ୍ତୁ ପୂରା ତଥ୍ୟ...
/kanak/media/post_attachments/wp-content/uploads/2023/04/jammu-86.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)