କନକ ବ୍ୟୁରୋ : କାବୁଲରୁ ଭାରତୀୟଙ୍କୁ ନେଇ ଆସିଲା ବିମାନ । ବାୟୁସେନାର ସି-୧୯ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟଙ୍କୁ ଅଣାଯାଉଛି । ଗତକାଲି ସଂଧ୍ୟାରେ କାବୁଲ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଉଛି । କାବୁଲରେ ପାଖାପାଖି ୫୦୦ରୁ ଅଧିକ ଲୋକ ଫସି ହୋଇ ରହିଛନ୍ତି । ୩୦୦ରୁ ୪୦୦ ଆଇଟିବିପି ଯବାନ ଆଫଗାନିସ୍ତାନରେ ଅଛନ୍ତି ।
ସେପଟେ ଆଫଗାନିସ୍ତାନ ସଙ୍କଟ ନେଇ ଆମେରିକା ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏସ୍. ଜୟଶଙ୍କର । ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଇ ଏମରଜେନ୍ସି ଏକ୍ସ ମିସ୍କ ଭିସା କ୍ୟାଟାଗୋରୀ ତିଆରି ହୋଇଛି । ଏହା ମାଧ୍ୟମରେ ଆଫଗାନିସ୍ତାନରୁ ଆସିବାକୁ ଥିବା ଲୋକଙ୍କୁ ଭିସା ମିଳିପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/5-22.jpg)