ଆଜି ବିଶ୍ୱକପର ଶେଷ ଲିଗ ମ୍ୟାଚ: ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତି

Advertisment
ଆଜି ବିଶ୍ୱକପର ଶେଷ ଲିଗ ମ୍ୟାଚ: ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତି

କନକ ବ୍ୟୁରୋ: ଆଜି ବିଶ୍ୱକପର ଶେଷ ଲିଗ ମ୍ୟାାଚ । ଏହି ମ୍ୟାଚରେ ନେଦରଲାଣ୍ଡକୁ ଭେଟିବ ଭାରତ । ଆଜିର ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ବୋଲିଂ କରୁଛି ନେଦରଲାଣ୍ଡ ଦଳ । ଭାରତ ଆଜିର ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ସେହିପରି ସେମିଫାଇନାଲ ପାଇଁ ୪ ଟିମ ପ୍ରସ୍ତୁତ ହୋଇସାରିଛନ୍ତି । ଭାରତ ଲିଗ ପର୍ଯ୍ୟାୟରେ ଏଯାଏଁ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe