କନକ ବ୍ୟୁରୋ: ଆଜି ଟି-୨୦ ବିଶ୍ୱକପର ଶେଷ ଲିଗ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ନାମିବିୟା ଦଳ । ଏହି ମ୍ୟାଚର ବିଜୟ ଓ ପରାଜୟ କାହା ଉପରେ ପ୍ରଭାବ ପକାଇବ ନାହିଁ । କାରଣ ଚଳିତ ଟି-୨୦ ବିଶ୍ୱକପରେ ୪ ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି ।
ଶେଷ ଲିଗ୍ ମ୍ୟାଚ: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ନାମିବିୟା
/kanak/media/post_attachments/wp-content/uploads/2021/11/FDrNs_LVQAo-jqo.jpg)