ମହିଳା ହକିରେ ଭାରତକୁ ବ୍ରୋଞ୍ଜ, ନ୍ୟୁଜିଲାଣ୍ଡ ୨-୧ରେ ପରାସ୍ତ । 

Advertisment
ମହିଳା ହକିରେ ଭାରତକୁ ବ୍ରୋଞ୍ଜ, ନ୍ୟୁଜିଲାଣ୍ଡ ୨-୧ରେ ପରାସ୍ତ । 
କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଦଳକୁ ସଫଳତା ମିଳିଛି । ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ବ୍ରୋଞ୍ଜ ମେଡାଲ ପାଇଁ ଖେଳାଯାଉଥିବା ମ୍ୟାଚରେ ଭାରତ ୨-୧ରେ ବିଜୟୀ ହୋଇଛି । ଫୁଲ ଟାଇମରେ ୧-୧ରେ ମ୍ୟାଚ ଟାଏ ରହିଥିଲା । ପରେ ସୁଟଆଉଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ବାଜିମାରିନେଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe