କନକ ବ୍ୟୁରୋ: ୧୧୪ ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍ । କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜାଙ୍କ ସ୍ପିନର ଯାଦୁରେ ଫସିଛି ୱେଷ୍ଟଇଣ୍ଡିଜ ଦଳ । କୁଳଦୀପ ୪ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି ସଫଳତା ପାଇଛନ୍ତି ।
ୱେଷ୍ଟଇଣ୍ଡିଜ୍ ଦଳ ପକ୍ଷରୁ ସାଇ ହୋପ୍ ୪୩ ରନ କରିଥିବା ବେଳେ ଆଉ କୌଣସି ଖେଳାଳି ଭାରତୀୟ ବୋଲିଂର ସାମ୍ନା କରିପାରିନଥିଲେ । ମାତ୍ର ୨୩ ଓଭରରେ ୧୧୪ ରନରେ ପୂରା ଟିମ୍ ଅଲଆଉଟ ହୋଇଯାଇଛି । ଭାରତ ଆଗରେ ୧୧୫ରନର ବିଜୟ ଲକ୍ଷ୍ୟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/F2DcUHXXoAABsiL.jpg)