ଆଜି ଖେଳାଯିବନି ଭାରତ-ଇଂଲଣ୍ଡ ୫ମ ଟେଷ୍ଟ । କରୋନା ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଉପରେ ସଙ୍କଟ ।

186

କନକ ବ୍ୟୁରୋ : ଭାରତ ଓ ଇଂଲଣ୍ଡର କ୍ରିକେଟପ୍ରେମୀଙ୍କ ପାଇଁ ଦୁଃଖ ଖବର । ଭାରତ ଓ ଇଂଲଣ୍ଡ ମଧ୍ୟରେ ମଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ ଷ୍ଟାଡିୟମର ଅନୁଷ୍ଠିତ ହେବାକୁ ଥିବା ସିରିଜର ୫ମ ଟେଷ୍ଟ ମ୍ୟାଚ ଆଜି ଖେଳାଯିବନି । କରୋନା ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଉପରେ ସଙ୍କଟ ।