କନକ ବ୍ୟୁରୋ: ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ପ୍ରଥମ ଦିନିକିଆ ମ୍ୟାଚ୍ । ଢାକାର ଶେର-ଏ ବାଙ୍ଗଲା ଷ୍ଟାଡିୟମରେ ଦୁଇ ଟିମ ମଧ୍ୟରେ ଟକ୍କର ଆରମ୍ଭ ହୋଇଛି । ମ୍ୟାଚରେ ବାଂଲାଦେଶ ଟସ୍ ଜିତି ଫିଲ୍ଡି କରିବାକୁ ନିଷ୍ପତ୍ତିି ନେବା ପରେ ବ୍ୟାଟିଂ ଆରମ୍ଭ କରିଛି ଭାରତ ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି । ୱାନଡେ’ ଦଳକୁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମ୍ୟାଚ୍ରେ ସବୁ ତାରକା ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିଛି । ତେବେ ପ୍ରଥମ ଦିନିକିଆରେ ବୋଲର କୁଳଦୀପ ସେନଙ୍କ ଡେବ୍ୟୁ ଦେଖିବକୁ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/Capture-10.jpg)