କନକ ବ୍ୟୁରୋ : ଧର୍ମଶାଳା ଟେଷ୍ଟରେ ୮ ୱିକେଟରେ ବିଜୟୀ ହୋଇଛି ଭାରତ । ୨-୧ରେ ସିରିଜ୍ ଜିତିବା ସହ ବଡର ଗାଭାସ୍କର ଟ୍ରଫି ଅକ୍ତିଆର କରିଛି ଭାରତ । ତେବେ ଲୋକେଶ ରାହୁଲଙ୍କ ଆଉ ଏକ ଅର୍ଦ୍ଧଶତକ ବଳରେ ମାତ୍ର ୨ ୱିକେଟରେ ହରାଇ ବିଜୟ ଲକ୍ଷ୍ୟରେ ପହଂଚି ପାରିଛି ଟିମ୍ ଇଣ୍ଡିଆ । ପୁଣେ ଟେଷ୍ଟ ଅଷ୍ଟ୍ରେଲିଆ ଜିତି ଥିବା ବେଳେ ବେଙ୍ଗଲୁରରେ ଭାରତ ଜିତି ସିରିଜ୍ ବରାବର କରିଥିଲା ।
ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ! କଙ୍ଗାରୁଙ୍କୁ ଧୂଳି ଚଟାଇଲା କୋହଲି ସେନା
/kanak/media/post_attachments/wp-content/uploads/2017/03/cricket-india-match-australia.jpg)