କନକ ବ୍ୟୁରୋ: ସାଇକେଲରେ ଭାରତ ଭ୍ରମଣ ଯାତ୍ରା । ଯାତ୍ରାର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ବେଟି ବଚାଓ, ବେଟି ପଢାଓରୁ ନେଇ ସ୍ୱଚ୍ଛ ଭାରତ ଅଭିଯାନ ସହ ଶରରୀ ଆରୋଗ୍ୟ ନେଇ ସଚେତନ ବାର୍ତ୍ତା ବାଣ୍ଟିଚାଲିଛନ୍ତି । ନାଗପୁରରୁ ଦିଲ୍ଲୀପ ଭରତ ମଲ୍ଲିକ ସାଇକେଲରେ ଏହି ଭାରତ ଭ୍ରମଣ ଯାତ୍ରା ଆରମ୍ଭ କରିଛନ୍ତି । କଟକ ନିଆଳି ଦେଇ ୭ ମାସରେ ୩୧ ହଜାର ୨୫୦ କିଲୋମିଟର ରାସ୍ତା ଅତିକ୍ରମ କରିସାରିଛନ୍ତି । ଏବେ ସେ ନିଆଳି ଚାରିଛକରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
ସାଇକେଲରେ ଭାରତ ଭ୍ରମଣ ଯାତ୍ରା । ୭ ମାସରେ ପାର୍ କରିଛନ୍ତି ୩୧ ହଜାର ୨୫୦ କିଲୋମିଟର ।
/kanak/media/post_attachments/wp-content/uploads/2022/09/11-22.jpg)