ଭାରତର ପରମାଣୁ ଶକ୍ତିସାମର୍ଥ୍ୟକୁ ନେଇ ପୁଣିଥରେ ଆକଳନ ଆରମ୍ଭ କଲା ଆମେରିକା ।

Advertisment
ଭାରତର ପରମାଣୁ ଶକ୍ତିସାମର୍ଥ୍ୟକୁ ନେଇ ପୁଣିଥରେ ଆକଳନ ଆରମ୍ଭ କଲା ଆମେରିକା ।

କନକ ବ୍ୟୁରୋ: ଭାରତର ପରମାଣୁ ଶକ୍ତିସାମର୍ଥ୍ୟକୁ ନେଇ ପୁଣିଥରେ ଆକଳନ ଆରମ୍ଭ କରିଛି ଆମେରିକା । ଭାରତ ଏବେ ଅଧିକରୁ ଅଧିକ ପରମାଣୁ ଅସ୍ତ୍ର ହାସଲ କରିବାକୁ ଆଧୁନିକ କୌଶଳ ଆପଣାଉଥିବା ଆମେରିକାର ୨ ପ୍ରମୁଖ ପରମାଣୁ ବିଜ୍ଞାନୀ ଦାବି କରିଛନ୍ତି ।

ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବ୍ୟତୀତ ଚାଇନାକୁ ମଧ୍ୟ ଦୃଷ୍ଟିରେ ରଖି ପରମାଣୁ ଶକ୍ତି ବୃଦ୍ଧି ପାଇଁ ଭାରତ ଉଦ୍ୟମ କରୁଥିବା ଏଥିରେ କୁହାଯାଇଛି । ଆମେରିକାର ପ୍ରମୁଖ ଡିଜିଟାଲ ଜର୍ଣ୍ଣାଲ୍ ଆଫ୍ଟର ମିଡ୍ ନାଇଟରେ ପ୍ରକାଶିତ ହୋଇଛି ଏହି ଆକଳନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe