ଭାରତର ପରମାଣୁ ଶକ୍ତିସାମର୍ଥ୍ୟକୁ ନେଇ ପୁଣିଥରେ ଆକଳନ ଆରମ୍ଭ କଲା ଆମେରିକା ।

16

କନକ ବ୍ୟୁରୋ: ଭାରତର ପରମାଣୁ ଶକ୍ତିସାମର୍ଥ୍ୟକୁ ନେଇ ପୁଣିଥରେ ଆକଳନ ଆରମ୍ଭ କରିଛି ଆମେରିକା । ଭାରତ ଏବେ ଅଧିକରୁ ଅଧିକ ପରମାଣୁ ଅସ୍ତ୍ର ହାସଲ କରିବାକୁ ଆଧୁନିକ କୌଶଳ ଆପଣାଉଥିବା ଆମେରିକାର ୨ ପ୍ରମୁଖ ପରମାଣୁ ବିଜ୍ଞାନୀ ଦାବି କରିଛନ୍ତି ।

ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବ୍ୟତୀତ ଚାଇନାକୁ ମଧ୍ୟ ଦୃଷ୍ଟିରେ ରଖି ପରମାଣୁ ଶକ୍ତି ବୃଦ୍ଧି ପାଇଁ ଭାରତ ଉଦ୍ୟମ କରୁଥିବା ଏଥିରେ କୁହାଯାଇଛି । ଆମେରିକାର ପ୍ରମୁଖ ଡିଜିଟାଲ ଜର୍ଣ୍ଣାଲ୍ ଆଫ୍ଟର ମିଡ୍ ନାଇଟରେ ପ୍ରକାଶିତ ହୋଇଛି ଏହି ଆକଳନ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.