କନକ ବ୍ୟୁରୋ : ଆମେରିକା ସହ ଭାରତର ପ୍ରତିରକ୍ଷା ଚୁକ୍ତିକୁ ମିଳିଛି ଅ୍ରନୁମତି । ବଢିବ ଭାରତୀୟ ସେନାର ଶକ୍ତି । ଆମେରିକା ସହ ଭାରତ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ଚୁକ୍ତିକୁ ଏହି ଅନୁମତି ମିଳିଛି । ୨ହଜାର ୨୯୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଡିଫେନ୍ସ ଆକ୍ୟୁଜିସନ କାଉନସିଲରେ ଅନୁମତି ମିଳିଛି ।
ଏହି ଚୁକ୍ତି ଅନୁଯାୟର ଆମେରିକା ଠାରୁ ଭାରତ ପ୍ରାୟ ୭୮୦ କୋଟି ଟଙ୍କାରେ ୭୨ହଜାର ଆସଲ୍ଟ ରାଇଫଲ କିଣିବ । ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ ଭାରତର ଏହି ପ୍ରତିରକ୍ଷା ଚୁକ୍ତିର ବିଶେଷ ଗୁରୁତ୍ୱ ବହନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/Indian-Army-To-Get-Second-Batch-Of-72000-SIG716-Assault.jpeg)
/kanak/media/post_attachments/wp-content/uploads/2020/09/1077539218.png)