କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ୨ଲକ୍ଷ ୩୫ ହଜାର ୫୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା କାରଣରୁ ୮୭୧ ଜଣଙ୍କର ମୃତ୍ୟୁ ହୋଇଛି । ୨୪ ଘଂଟା ଭିତରେ ୩ଲକ୍ଷ ୩୫ ହଜାର ୯୩୯ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ୧୩ ଦଶମିକ ୩୯ ପ୍ରତିଶତ ରହିଛି । ଦେଶରେ ଏବେ ୨୦ ଲକ୍ଷ ୪ ହଜାର ୩୩୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।
ଦେଶରେ ୨୪ଘଂଟାରେ ୨ଲକ୍ଷ ୩୫ ହଜାର ୫୩୨ ପଜିଟିଭ : ବଢିଲା ମୃତ୍ୟୁ ସଂଖ୍ୟା, ଗଲା ୮୭୧ ଜଣଙ୍କ ଜୀବନ
/kanak/media/post_attachments/wp-content/uploads/2022/01/1-43.jpg)