ଦେଶରେ ୫୦ ହଜାର ତଳକୁ ଖସିଲା ସଂକ୍ରମଣ : ୨୪ ଘଂଟାରେ ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୬୭ ମୃତ

Advertisment
ଦେଶରେ ୫୦ ହଜାର ତଳକୁ ଖସିଲା ସଂକ୍ରମଣ : ୨୪ ଘଂଟାରେ ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୬୭ ମୃତ

କନକ ବ୍ୟୁରୋ : ଦେଶରେ ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୬୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗୋଟିଏ ଦିନରେ ୮୧ ହଜାର ୮୩୯ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨କୋଟି ୯୯ ଲକ୍ଷ ୭୭ ହଜାର ୮୬୧ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨ କୋଟି ୮୯ ଲକ୍ଷ ୨୬ ହଜାର ୩୮ଜଣ । ଦେଶରେ ୩ଲକ୍ଷ ୮୯ ହଜାର ୩୦୨ଙ୍କ କରୋନାରେ ମୃତ୍ୟୁ ହୋଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe