ଆଜି ଦେଶରେ ରେକର୍ଡ଼ ସଂଖ୍ୟକ ମୃତ୍ୟୁ : ଦିନକରେ ୩ହଜାର ୯୯୮ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି

Advertisment
ଆଜି ଦେଶରେ ରେକର୍ଡ଼ ସଂଖ୍ୟକ ମୃତ୍ୟୁ : ଦିନକରେ ୩ହଜାର ୯୯୮ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି

କନକ ବ୍ୟୁରୋ : ଆଜି ଦେଶରେ ସାମ୍ନାକୁ ଆସିଛି ରେକର୍ଡ଼ ସଂଖ୍ୟକ ମୃତ୍ୟୁ ମାମଲା । ୩ହଜାର ୯୯୮ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସଂଶୋଧନ ପରେ କେବଳ ମହାରାଷ୍ଟ୍ରରୁ ଆସିଛି ୩ହଜାର ୫୦୯ ମୃତ୍ୟୁ ମାମଲା । ସେହିପରି ଦେଶରେ ୨୪ଘଂଟା ଭିତରେ ୪୨ହଜାର ୧୫ ଜଣ ସଂକ୍ରମିତ ହୋଇଥିବା ବେଳେ ୩୬ହଜାର ୯୭୭ଜଣ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୨ ଲକ୍ଷ ୧୬ ହଜାର ୩୩୭କୁ ବୃଦ୍ଧି ପାଇଛି । ୩କୋଟି ୩ଲକ୍ଷ ୯୦ହଜାର ୬୮୭ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୭ହଜାର ୧୭୦ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe