ଦେଶରେ କମୁଛି ସଂକ୍ରମଣ : ଗୋଟିଏ ଦିନରେ ଚିହ୍ନଟ ହେଲେ ୨୫ ହଜାର ୯୨୦ ନୂଆ ଆକ୍ରାନ୍ତ

Advertisment
ଦେଶରେ କମୁଛି ସଂକ୍ରମଣ : ଗୋଟିଏ ଦିନରେ ଚିହ୍ନଟ ହେଲେ ୨୫ ହଜାର ୯୨୦ ନୂଆ ଆକ୍ରାନ୍ତ

କନକ ବ୍ୟୁରୋ : ଦେଶରେ ୨୪ ଘଂଟା ଭିତରେ ୨୫ ହଜାର ୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟା ଭିତରେଦେଶରେ ୪୯୨ ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ପଜିଟିଭ ହାର ୨ ଦଶମିକ ୦୭ ପ୍ରତିଶତ ରହିଛି । ଏବେ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୯୨ ହଜାର ୯୨ । ସେହିପରି ଗତ ୨୪ ଘଂଟା ଭିତରେ ଦେଶରେ ୬୬ ହଜାର ୨୫୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe